ପାନ୍ଥଶାଳା-001 (Pantha Shala-01/Odia Poem)

0
96

ପାନ୍ଥଶାଳା ଏବେ ପଚାରି ବୁଝୁଛି,

ଏଠି କିଆଁ ଲେଖ ନାଆଁ-

ଦୁନିଆ ପଡିଛି ଖାଲି ଖାଲି ସେଠି

ଶୁଖା ଶୁଖା, ଖାଁ ଖାଁ

ଅୟୁତ ଶରତ, ହଜାର ବସନ୍ତ

ହଜାଇଛି ଯେଉଁ ଗାଆଁ-

ତା ଆମ୍ବ ବଉଳ ବାସ୍ନା ରେ ବାସ୍ନା ରେ

ଅଛି ଲେଖା ତୁମ ନାଆଁ ।।

4.7/5 - (3 votes)
Previous articleମିଳନ ର ରଙ୍ଗ- 43 (Milana Ra Ranga -043/Odia Poem)
Next articleJust For You

LEAVE A REPLY

Please enter your comment!
Please enter your name here