ମିଳନ ର ରଙ୍ଗ- 40 (Milana Ra Ranga -040/Odia Poem)

0
112

କେମିତି ବୁଝେଇବି ଯେ

ଆଜି ତମେ,

ନିଜ ହାତେ,

ମୋ ହାତେ ଥାପିଲ

ଏ ଜନ୍ମ ର ଶ୍ରେଷ୍ଠ ଉପହାର,

ମୋ ପାଇଁ ତମ ମନରେ

ଅଙ୍କୁରିତ ପ୍ରଣୟ ର

ଗୋଲାପୀ ସନ୍ତକ-

ସମର୍ପିଲ ଚିଠି ରେ ତୁମର?

5/5 - (1 vote)
Previous articleEvery Moon Sets -10: The Orphaned Plate Of Life
Next articleThe Queen Of Jhansi

LEAVE A REPLY

Please enter your comment!
Please enter your name here