ସଖୀ-04 (Sakhi_04)/ Odia Poem

0
84

ଗୀତ ମୋ ଅନ୍ତର

ବ୍ୟଥା ର କାହାଣୀ,

ଶୀତ ସକାଳ ର

ନରମ ଚାହାଣୀ ଖରା,

ଉଦାସ ମନ ର

ଉଦାସ ଅକ୍ଷରେ

ଲେଖୁଥାଏ ନିତି

ଲୁହ ର କବିତା ପରା ।।

5/5 - (2 votes)
Previous articleEmotions: Jealousy – 03
Next articleShadows In The Dusk

LEAVE A REPLY

Please enter your comment!
Please enter your name here